KHUSHAK ODISHA PORTAL/FULL UPDATE KHUSHAK ODISHS
Hii, My self bibhu welcome to my new blogs. This blog help about kusha odisha. So read carefully full details. Before you apply. ଓଡିଶା ପୋର୍ଟାଲ ସ୍ଵାଗତ : କୃଷକ ଓଡିଶା ହେଉଛି ଅଦ୍ୟାବଧି ୪୯ . ୫ ଲକ୍ଷ କ୍ଷୁ ଦ୍ର , ନାମମାତ୍ର ଏବଂ ଭୂମିହୀନ କୃଷକ ପରିବାର ଓ କୃଷି ଶ୍ରମିକଙ୍କ ଏକ ପ୍ରାମାଣିକ ତଥ୍ୟା ବ ଳୀ । ଏଥିରେ କୃଷକ ସମସ୍ତ ବିବରଣୀ ଯଥା ବାସସ୍ଥାନ , ତଥ୍ୟ , ଜମି ଜମା ତଥ୍ୟ , ଚାଷ କରାଯାଇଥିବା ଫସଲ , ପ୍ରାଣୀପାଳନ ଏବଂ ମତ୍ସ୍ୟ ଚାଷ ଅନ୍ତର୍ଭୃକ୍ତ ରହିଛି , ଯାହାକି ଓଡିଶା ସରକାରଙ୍କ ଅଧୀନସ୍ଥ ସଂପ୍ରସାରଣ କର୍ମ ଚାରୀଙ୍କ ଦ୍ଵାରା ଯାଞ୍ଚ କରାଯାଉଛି ଓ ଏହା ଓଡିଶା ସରକାରଙ୍କ ୫ T ଦୃଷ୍ଟିକୋଣ ଆଧାରିତ ଶାସନ ସହ ଚାଷୀଙ୍କୁ ସମସ୍ତ ସରକାରୀ ଯୋଜନା ଓ ସେବାର ଉପଲବ୍ଧତା ଏବଂ ଉତ୍ତମ ସେବା ଯଥା ସଂପ୍ରସାରଣ , ଆବଶ୍ୟକୀୟ କୃଷି ପରାମର୍ଶ ପ୍ରଦାନ ଇତ୍ୟାଦି ଦିଗରେ ଫଳପ୍ରଦ ରହିବ । କୃଷକ ଓଡିଶାର ମୂଳ ଲକ୍ଷ୍ୟ ହେଲା ରାଜ୍ୟରେ ଥିବା ସମସ୍ତ ଚାଷୀଙ୍କ ଏକ ସ୍ଵର୍ଣ୍ଣିମ ତଥ୍ୟାବଳୀ ପ୍ରସ୍ତୃତି କରିବା , ଯାହା ସରକାରଙ୍କ ସହ ଚାଷୀଙ୍କ ପାରସ୍ପରିକ ସଂପର୍କ ପ୍ରତ...